ଅର୍ଥ : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କ ଚାରି ପଟେ ଦେଖାଯାଉଥିବ ପରିଧି ବା ପରିବେଶ
ଉଦାହରଣ :
ସୂର୍ଯ୍ୟ ମଣ୍ଡଳରେ କେତେକ ଗ୍ରହ ବୁଲୁଥାନ୍ତି
ଅନ୍ୟ ଭାଷାରେ ଅନୁବାଦ :
A solid figure bounded by a spherical surface (including the space it encloses).
sphereଅର୍ଥ : କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
ଉଦାହରଣ :
ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
ଉଦାହରଣ :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।ଅର୍ଥ : ଭୂଗୋଳରେ ଗରମ ଓ ଥଣ୍ଡା ଭିତ୍ତିରେ କରାଯାଇଥିବା ପୃଥିବୀର ପାଞ୍ଚ ଭାଗରୁ ଗୋଟିଏ ଭାଗ
ଉଦାହରଣ :
ଉତ୍ତର ମେରୁ ହିମ ମଣ୍ଡଳରେ ଆସୁଅଛି
ସମକକ୍ଷ : ଶୀତ କଟିବନ୍ଧ, ହିମ କଟିବଂଧ, ହିମ ମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
Any of the regions of the surface of the Earth loosely divided according to latitude or longitude.
geographical zone, zone