ଅର୍ଥ : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
ସମକକ୍ଷ : ଉଦ୍ଧାର, ନିବୃତ୍ତି, ବିମୁକ୍ତି, ମୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
मुक्त करने या होने की अवस्था या भाव।
अमरीका में दासों की मुक्ति का श्रेय अब्राहम लिंकन को दिया जाता है।The condition of being free. The power to act or speak or think without externally imposed restraints.
freedomଅର୍ଥ : କୌଣସି ବସ୍ତୁକୁ ରୋକିବାର ବା ବାନ୍ଧିବାର ପ୍ରକ୍ରିୟା
ଉଦାହରଣ :
ଅଟକଦ୍ୱାରା ଆମର କିଛି ଲାଭ ହେଲାନାହିଁ
ସମକକ୍ଷ : ଅଟକ
ଅନ୍ୟ ଭାଷାରେ ଅନୁବାଦ :
The action of prohibiting or inhibiting or forbidding (or an instance thereof).
They were restrained by a prohibition in their charter.ଅର୍ଥ : ବାନ୍ଧିବାର କ୍ରିୟା ବା ଭାବ
ଉଦାହରଣ :
ଚୋର ବହୁତ ଚେଷ୍ଟାକଲା କିନ୍ତୁ ବନ୍ଧନ ଖୋଲି ପାରିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :