ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଅ   ବିଶେଷ୍ୟ

ଅର୍ଥ : କୌଣସି ଇଂରେଜୀ ମାସର ନବମ ଦିନରେ ପଡ଼ୁଥିବା ତାରିଖ

ଉଦାହରଣ : ଆସନ୍ତାମାସ ନଅ ତାରିଖଦିନ ଆବ୍ରାହମର ଜନ୍ମଦିନ

ସମକକ୍ଷ : ନଅ ତାରିଖ

ଅର୍ଥ : ତାସର ଯେଉଁ ପତାରେ ଯେ କୌଣସି ରଙ୍ଗର ନଅଟି ବୁଟି ଥାଏ

ଉଦାହରଣ : ମୋ ପାଖରେ ନାଲିପାନର ନହଲା ଅଛି

ସମକକ୍ଷ : ନହ, ନହଲା


ଅନ୍ୟ ଭାଷାରେ ଅନୁବାଦ :

ताश का वह पत्ता जिसमें किसी भी रंग की नौ बूटियाँ बनी होती हैं।

मेरे पास पान का नहला है।
नहला

ଅର୍ଥ : ଆଠରେ ଏକ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ପାଞ୍ଚରେ ଚାରି ମିଶିଲେ ନଅ ହୁଏ

ସମକକ୍ଷ : ୯


ଅନ୍ୟ ଭାଷାରେ ଅନୁବାଦ :

आठ और एक के योग से प्राप्त संख्या।

पाँच और चार नौ होता है।
9, IX, नव, नौ, ९

The cardinal number that is the sum of eight and one.

9, ennead, ix, nina from carolina, nine, niner

ନଅ   ବିଶେଷଣ

ଅର୍ଥ : ଆଠ ଏବଂ ଏକ

ଉଦାହରଣ : ଏହି କଲମର ଦାମ ନଅ ଟଙ୍କା

ସମକକ୍ଷ : 9, ନ, ନବ, ୯


ଅନ୍ୟ ଭାଷାରେ ଅନୁବାଦ :

आठ और एक।

इस कलम की कीमत नौ रुपये है।
9, IX, नव, नौ, ९

Denoting a quantity consisting of one more than eight and one less than ten.

9, ix, nine

चौपाल