ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିନି   ବିଶେଷ୍ୟ

ଅର୍ଥ : ଏକ ଆଉ ଦୁଇ ମିଶି ମିଳୁଥିବା ସଂଖ୍ୟା

ଉଦାହରଣ : ପାଞ୍ଚରୁ ଦୁଇ ଫେଡ଼ିଲେ ତିନି ରହେ

ସମକକ୍ଷ : ୩


ଅନ୍ୟ ଭାଷାରେ ଅନୁବାଦ :

एक और दो को जोड़ने पर प्राप्त संख्या।

पाँच में से दो घटाने पर तीन मिलता है।
3, III, अनल, तीन, ३

The cardinal number that is the sum of one and one and one.

3, deuce-ace, iii, leash, tercet, ternary, ternion, terzetto, three, threesome, tierce, trey, triad, trine, trinity, trio, triplet, troika

ତିନି   ବିଶେଷଣ

ଅର୍ଥ : ଦୁଇ ଓ ଏକ

ଉଦାହରଣ : ତିନିଜଣ ଡକାୟତ ଦୋକାନରେ ପଶିଗଲେତ୍ରୟ ମାସିକ ପରୀକ୍ଷା ଆରମ୍ଭ ହୋଇଗଲାଣି

ସମକକ୍ଷ : ତ୍ରୟ, ୩


ଅନ୍ୟ ଭାଷାରେ ଅନୁବାଦ :

दो और एक।

तीन लूटेरे दुकान में घुस गये।
त्रय मासिक परीक्षा शुरू हो गई है।
3, III, तीन, त्रय, ३

Being one more than two.

3, iii, three

चौपाल