അർത്ഥം : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ഉദാഹരണം :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
പര്യായപദങ്ങൾ : ଉଦ୍ଧାର, ନିବୃତ୍ତି, ବିମୁକ୍ତି, ମୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
मुक्त करने या होने की अवस्था या भाव।
अमरीका में दासों की मुक्ति का श्रेय अब्राहम लिंकन को दिया जाता है।The condition of being free. The power to act or speak or think without externally imposed restraints.
freedomഅർത്ഥം : କୌଣସି ବସ୍ତୁକୁ ରୋକିବାର ବା ବାନ୍ଧିବାର ପ୍ରକ୍ରିୟା
ഉദാഹരണം :
ଅଟକଦ୍ୱାରା ଆମର କିଛି ଲାଭ ହେଲାନାହିଁ
പര്യായപദങ്ങൾ : ଅଟକ
മറ്റ് ഭാഷകളിലേക്കുള്ള വിവർത്തനം :
The action of prohibiting or inhibiting or forbidding (or an instance thereof).
They were restrained by a prohibition in their charter.അർത്ഥം : ବାନ୍ଧିବାର କ୍ରିୟା ବା ଭାବ
ഉദാഹരണം :
ଚୋର ବହୁତ ଚେଷ୍ଟାକଲା କିନ୍ତୁ ବନ୍ଧନ ଖୋଲି ପାରିଲା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :