അർത്ഥം : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
ഉദാഹരണം :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
ഉദാഹരണം :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
പര്യായപദങ്ങൾ : ଗୋଠ, ପଲ, ବୃନ୍ଦ, ମେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
A group of wild mammals of one species that remain together: antelope or elephants or seals or whales or zebra.
herdഅർത്ഥം : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
ഉദാഹരണം :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
പര്യായപദങ്ങൾ : ପାର୍ଟି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛେଳି ବା ମେଣ୍ଢାଆଦି ପଶୁଗୁଡ଼ିକଙ୍କର ଏକ ଦଳ
ഉദാഹരണം :
ମେଣ୍ଢା ଜଗୁଆଳ ମେଣ୍ଢା ପଲହକୁ ଅଡ଼େଇ ଜଙ୍ଗଲ ଆଡ଼କୁ ଯାଉଛି
പര്യായപദങ്ങൾ : ପଲ୍ହ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ
ഉദാഹരണം :
ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି
പര്യായപദങ്ങൾ : ବାହିନୀ
മറ്റ് ഭാഷകളിലേക്കുള്ള വിവർത്തനം :
A group of people having the power of effective action.
He joined forces with a band of adventurers.അർത്ഥം : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
ഉദാഹരണം :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
പര്യായപദങ്ങൾ : ମଣ୍ଡଳ, ମଣ୍ଡଳି, ଯୂଥ
മറ്റ് ഭാഷകളിലേക്കുള്ള വിവർത്തനം :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।അർത്ഥം : କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ
ഉദാഹരണം :
ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
പര്യായപദങ്ങൾ : ପେନେଲ
മറ്റ് ഭാഷകളിലേക്കുള്ള വിവർത്തനം :
A group of people gathered for a special purpose as to plan or discuss an issue or judge a contest etc.
panelഅർത്ഥം : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ഉദാഹരണം :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
പര്യായപദങ്ങൾ : ଗଣ, ଗୋଠ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.