ଅମରକୋଶ ହେଉଛି ଭାରତୀୟ ଭାଷାର ଏକ ଅନନ୍ୟ ଅଭିଧାନ । ଶବ୍ଦଟି ବ୍ୟବହୃତ ହେଉଥିବା ପ୍ରସଙ୍ଗ ଅନୁଯାୟୀ ଅର୍ଥ ଭିନ୍ନ ହୋଇଥାଏ । ଏଠାରେ, ଶବ୍ଦର ବିଭିନ୍ନ ଅର୍ଥ ବାକ୍ୟ ବ୍ୟବହାର, ଉଦାହରଣ ଏବଂ ସମକକ୍ଷ ସହିତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।
ଅମରକୋଶରେ ୫୫,୦୦୦ରୁ ଅଧିକ ଓଡ଼ିଆ ଶବ୍ଦ ଉପଲବ୍ଧ । ଦୟାକରି ସନ୍ଧାନ କରିବାକୁ ଏକ ଶବ୍ଦ ପ୍ରବେଶ କରନ୍ତୁ ।
ଅର୍ଥ : ଖାତା,କାଗଜ ଆଦିରେ ଲେଖାଇବା
ଉଦାହରଣ :
ସେ ରାଜସ୍ୱ ଅଧିକାରୀଙ୍କୁ କହି ତା ନାମ ମତଦାନ ତାଲିକାରେ ତାଲିକାଭୁକ୍ତ କରାଇଲା
ସମକକ୍ଷ : ସୂଚୀଭୁକ୍ତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
खाते,काग़ज़ आदि में लिखवाना।
उसने पटवारी से कहकर अपना नाम मतदाता सूची में चढ़वाया।