ଆବଶ୍ୟକ (ବିଶେଷ୍ୟ)
କୌଣସି ରାଜ୍ୟ ବା ରାଷ୍ଟ୍ରର ସର୍ବପ୍ରଧାନ ସରକାର ବା ଶାସନସତ୍ତା ଯାହାର ମୁଖ୍ୟସ୍ଥାନ ସେହି ରାଜଧାନୀରେ ହୋଇଥାଏ ଏବଂ ଯାହା ସେଠାରୁ ସାରାଦେଶଉପରେ ଶାସନ କରିଥାଏ
ମାଇକ୍ (ବିଶେଷ୍ୟ)
ଯେଉଁ ଉପକରଣ ଧ୍ୱନି ତରଙ୍ଗକୁ ବୈଦୁତିକ ଶକ୍ତିରେ ରୂପାନ୍ତରିତ କରେ
ରୁଦ୍ଧ (ବିଶେଷଣ)
ରୁନ୍ଧିତ ହେବା ବା ଅଟକିବା
ସନ୍ୟାସୀ (ବିଶେଷ୍ୟ)
ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
ଅଅଁଳା (ବିଶେଷ୍ୟ)
ଯେଉଁ ଗଛର ଗୋଲ ଓ ଖଟା ଫଳ ଖିଆଯାଏ ଏବଂ ଔଷଧ ତିଆରି କରିବା କାମରେ ଆସେ
ଶାନ୍ତି (ବିଶେଷ୍ୟ)
କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ସବୁଠୁ ସାନ
ନଦ (ବିଶେଷ୍ୟ)
ଗୋଟିଏ ଲୋକବାଦ୍ୟ ଯନ୍ତ୍ର
ସୂଭାଷିତ (ବିଶେଷ୍ୟ)
ଉତ୍ତମ ବା ସୁନ୍ଦର ଉକ୍ତି, ପଦ, ବାକ୍ୟଆଦି
ନୀତିବିଦ୍ୟା (ବିଶେଷ୍ୟ)
ଯେଉଁ ଶାସ୍ତ୍ରରେ ମନୁଷ୍ୟ ସମାଜର ହିତପାଇଁ ଦେଶ, କାଳ, ପାତ୍ର ଅନୁସାରେ ଆଚାର ବ୍ୟବହାର ତଥା ପ୍ରବଂଧ ଓ ଶାସନର ବିଧିବିଧାନ ଲେଖାଯାଇଥାଏ
ମାଇକ୍ରୋଫୋନ୍ (ବିଶେଷ୍ୟ)
ଯେଉଁ ଉପକରଣ ଧ୍ୱନି ତରଙ୍ଗକୁ ବୈଦୁତିକ ଶକ୍ତିରେ ରୂପାନ୍ତରିତ କରେ